• नई दिल्ली: स्वाति मालीवाल ने अनशन तोड़ा, पिछले 10 दिनों से अनशन पर थी स्वाति
  • पीएम ने BJP सांसदों-विधायकों को नमो ऐप से दिया 'विकास मंत्र'
  • महाराष्ट्र: गढ़चिरौली में सेना ने 13 नक्सलियों को मार गिराया
  • सीताराम येचुरी सीपीआई(एम) के दोबारा महासचिव चुने गए।
  • अमेठी : शहीद अनिल मौर्य का शव पहुंचा अंत्येष्टि स्थल, मंत्री मोहसिन रजा मौजूद
  • 12 साल से कम बच्चियों से रेप पर फांसी के अध्यादेश को राष्ट्रपति की मंजूरी
  • छह आतंकवादियों को ढेर करने वाले मेजर प्रीतम कुंवर को मिलेगा कीर्ति चक्र
  • मोदी के मंत्री बोले- इतने बड़े देश में रेप की घटनाओं का बतंगड़ न बनाएं
  • सोनिया-राहुल पर ईसाई मिशनरियों का हाथ, बोले बीजेपी सांसद
  • कर्नाटक में कांग्रेस के लिए वोट मांगेंगे अखिलेश व तेजस्वी यादव
  • छपरा-मथुरा ट्रेन में ब्रेक लगाते समय लगी आग, पलटने से बची ट्रेन
  • कठुआ कांड पर केंद्रीय मंत्री गंगवार बोले, इतना बतंगड़ नहीं बनाना चाहिए
  • नई दिल्ली- चांदनी चौक के भागीरथ पैलेस के गोदाम में लगी आग, लाखों का नुकसान
होमMoreसमाचारMoreଓଡିଆ ନ୍ୟୁଜ
Redstrib
ଓଡିଆ ନ୍ୟୁଜ
Blackline
ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ସୀମା ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ଗୁଳିମାଡ ଚାଲିଛି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପାକିସ୍ତାନ ସେନା ବାଲାକୋଟ ସେକ୍ଟର ନିକଟରେ ଆଖିବୁଜା ଗୁଳିମାଡ କରୁଛନ୍ତି। ପାକ ସେନା ଭାରତୀୟ ସେନା ଓ ସାଧାରଣ ଜନତାଙ୍କୁ ଟାର୍ଗେଟ କରି ମୋର୍ଟାର ମାଡ କରିଚାଲିଛି।More
Published 04-Mar-2018 15:41 IST
ନୂଆଦିଲ୍ଲୀ: ଚଳିତ ବର୍ଷର ହୋଲି ଅବସରରେ ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ୯୩୦୫ ଲୋକଙ୍କୁ ଅଟକ ରଖିଛି ନୂଆଦିଲ୍ଲୀ ଟ୍ରାଫିକ ପୋଲିସ। ଗତକାଲି ଅପରାହ୍ନ ୪ଟା ମଧ୍ୟରେ ଟ୍ରାଫିକ ପୋଲିସ ଏଇ ଲୋକଙ୍କୁ ଅଟକ ରଖିଥିଲା।
Published 03-Mar-2018 09:23 IST
ମୁମ୍ୱାଇ: ଟିଭି ଅଭିନେତା ରାମ କପୁରଙ୍କ ୯ ବର୍ଷର ପୁଅକୁ ଓସ୍କାର ପୁରସ୍କାର ମିଳିଛି। ତାଙ୍କୁ ଏହି ପୁରସ୍କାର ଭଲ ଅଭିନୟ ପାଇଁ ମିଳିଛି। ସୂଚନାଯୋଗ୍ୟ ଯେ, ରାମ କପୁର ଜଣେ ଲୋକପ୍ରିୟ ଅଭିନେତା। ସେ ଛୋଟ ଏବଂ ବଡ ପର୍ଦାରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି।
Published 03-Mar-2018 08:51 IST
ମୁମ୍ୱାଇ: ବ୍ଲକବାଷ୍ଟର ଫିଲ୍ମ 'ବାହୁବଲୀ' ପରେ ସୁପରଷ୍ଟାର ପ୍ରଭାସ ଏବେ ତାଙ୍କର ଅପକମିଂ ଫିଲ୍ମ 'ସାହୋ'ରେ ନଜର ଆସିବେ। ଫିଲ୍ମର ସୁଟିଂ ମାର୍ଚ୍ଚରେ ଆରମ୍ଭ ହେବ। ଫିଲ୍ମ ପାଇଁ ପ୍ରି-ପ୍ରଡକ୍ସନର କାମ ଶେଷ ହୋଇଯାଇଛି। ପୂର୍ବରୁ ଫିଲ୍ମର ସୁଟିଂ ଜାନୁଆରୀରେ ଆରମ୍ଭ ହୋଇଥିଲା।
Published 03-Mar-2018 08:43 IST | Updated 09:15 IST
ରଜୌରୀ: ଜାମ୍ମୁକାଶ୍ମୀରର ରଜୌରୀ ସେକ୍ଟରରେ ପାକିସ୍ତାନ ଗୁରୁବାର ଦିନ ଅସ୍ତ୍ରବିରତି ଉଲଘଂନ କରିଛି। ଯାହା ଫଳରେ ସୀମାନ୍ତ ଅଞ୍ଚଳରେ ଥିବା ବହୁଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଗୁଳିମାଡ କରୁଥିବାରୁ ପାକିସ୍ତାନୀ ରେଞ୍ଜର୍ସକୁ କଡା ଜବାବ ଦେଉଛି।
Published 03-Mar-2018 08:27 IST
କୋଚି: ଜାତୀୟ ସଙ୍ଗୀତକୁ ଅପମାନ କରିବା ଅଭିଯୋଗରେ କେରଳର ଜଣେ ଛାତ୍ର ନେତା ନିଲମ୍ବିତ ହୋଇଛନ୍ତି। ଭାରତୀୟ ଛାତ୍ର ମହାସଂଘର(ଏସଏଫଆଇ) ନେତା ଅସଲମ ସଲିମଙ୍କୁ କଲେଜରୁ ନିଲମ୍ବିତ କରିଛନ୍ତି କର୍ତ୍ତୃପକ୍ଷ।
Published 03-Mar-2018 08:22 IST
ରାଶିର ଫଳ ଅର୍ଥାତ ଭାଗ୍ୟର ଖେଳ । ଆପଣଙ୍କ ଭାଗ୍ୟରେ କଣ ରହିଛି ତାହା ଜଣାପଡିବ ରାଶିର ଫଳରୁ । କେମିତି କଟିବ ଆପଣଙ୍କ ଦିନ । ସାରା ଦିନରେ କଣ ଭଲ ହେବ ଓ କଣ ଖରାପ । କଣ ରହିଛି ଆପଣଙ୍କ ଭାଗ୍ୟରେ । ରାଶିଫଳର କଣ ପ୍ରଭାବ ରହିଛି ଆଜି ଆପଣଙ୍କ ଜୀବନରେ । ଦିନଚର୍ଯ୍ୟା କିପରି ରହିବ । ଜାଣନ୍ତୁ, ଆଜିର ରାଶିଫଳରୁ ଆପଣଙ୍କ ଭାଗ୍ୟର ଫଳ ।
Published 03-Mar-2018 06:00 IST
ବେଙ୍ଗାଲୁରୁ: ପବରେ ମାରପିଟ୍ କରିବା ଅଭିଯୋଗରେ କଂଗ୍ରେସ ବିଧାୟକଙ୍କ ପୁଅଙ୍କ ଜାମିନ ଖାରଜ ହୋଇଛି। ବେଙ୍ଗାଲୁରୁ କୋର୍ଟ ଏହି ଜାମିନକୁ ଖାରଜ କରିଛନ୍ତି। ବିଧାୟକଙ୍କ ପୁଅ ସହ ସେମାନଙ୍କର ଆଉ ୬ଜଣ ସହଯୋଗୀକୁ ମଧ୍ୟ ଜେଲକୁ ପଠାଇ ଦିଆଯାଇଛି।
Published 02-Mar-2018 22:29 IST
କୁଲୁ: ଭାରତରେ ବିଭିନ୍ନ ପ୍ରକାର ପ୍ରଥା ପ୍ରଚଳିତ ହୋଇଥାଏ। ସେଇ ପ୍ରଥାକୁ ନେଇ ଆଜିକାଲି ଲୋକଙ୍କ ଭିତରେ ମଧ୍ୟ ରହିଛି ଅନ୍ଧବିଶ୍ୱାସ। ଶିକ୍ଷିତ ସମାଜ ବି ମାନିଚାଲିଛି ସେହି କୁପ୍ରଥାକୁ। ଆମେ ଆପଣଙ୍କୁ କହୁଛୁ, ହିମାଚଳପ୍ରଦେଶର ଏକ ଗାଁ ବିଷୟରେ। ଯେଉଁଠି ଅନ୍ଧବିଶ୍ୱାସରେ କରାଯାଏ ବିବାହ ଭଳି ପବିତ୍ର କାମ।
Published 02-Mar-2018 22:46 IST
କୁପୱାଡା: ହିମ ସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ତିନିଜଣଙ୍କ ପରିବାରକୁ ଜମ୍ମୁ କାଶ୍ମୀର ସରକାର ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି। ଏହି ତିନିଜଣ ବ୍ୟକ୍ତି ଗୋଟିଏ ପରିବାରର ଅଟନ୍ତି। ଲୋଲାବର ଲାସକୋତ ଜଙ୍ଗଲରେ ହିମ ସ୍ଖଲନ ଯୋଗୁଁ ତିନିଜଣ ଏକତ୍ର ପ୍ରାଣ ହରାଇଥିଲେ।
Published 02-Mar-2018 22:42 IST
ଜାମ୍ମୁ: ମାଆର ମମତା ଆଗରେ ହାର ମାନିଛି ହିଂସା। ବିଭିନ୍ନ ଆଳ ଦେଖାଇ ସାଧାରଣ ଯୁବକଙ୍କୁ ନିଜ ସଙ୍ଗଠନରେ ସାମିଲ କରୁଛନ୍ତି ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ। ହେଲେ ସେହିପରି ଜଣେ ଆତଙ୍କବାଦୀ ସଙ୍ଗଠନ ସହ ହାତ ମିଶାଇ ଥିବା ଯୁବକର ଘରବାହୁଡା ହୋଇଛି। ହିଂସାର ମାର୍ଗ ଛାଡି ନିଜ ପରିବାର ପାଖକୁ ଫେରିଆସିବାକୁ ମାଆ କୋହଭରା ସ୍ୱରରେ ଗୁହାରି କରିଥିଲା। ଯାହାକୁ ପୁଅ ଶୁଣିବାMore
Published 02-Mar-2018 22:42 IST
ବେଙ୍ଗାଲୁରୁ: ସାମ୍ୱାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ଘଟଣାରେ କର୍ଣ୍ଣାଟକ ପୋଲିସ ଜଣଙ୍କୁ ହେପାଜତକୁ ନେଇଛି। ୩୭ବର୍ଷୀୟ କେ.ଟି.ନବୀନ କୁମାରଙ୍କୁ ଏହି ଗଟଣାରେ ପୋଲିସ ପଚରାଉଚରା ଚଲାଇଛି। ଗୌରୀଙ୍କ ହତ୍ୟାକାଣ୍ଡର ଯାଞ୍ଚ ପାଇଁ ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)ର ସନ୍ଦେହ ଘେରରେ ଥିବା ଏହି ଯୁବକର ଘର ଚିକମ୍ମାଗାଲୁରୁ ଜିଲ୍ଲା ବିରୁର ସହରରେ ଅବସ୍ଥିତ। ଏଠାରୁMore
Published 02-Mar-2018 22:29 IST
ହାଇଦ୍ରାବାଦ: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ) ଅଧ୍ୟକ୍ଷ ତଥା ସାଂସଦ ଅସାଦୁଦ୍ଦୀନ ଓୱାସୀ ଦଳକୁ ମଜବୁତ କରିବା ପାଇଁ ଦଳୀୟ କର୍ମୀଙ୍କୁ ଟିପ୍ସ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଦଳକୁ ତେଲାଙ୍ଗାନାରୁ ସମ୍ପୂର୍ଣ୍ଣ ରୁପେ ମୂଳପୋଛ କରିଦେବା ପାଇଁ ଓୱାସୀ ଦଳୀୟ ନେତାଙ୍କୁ ଆହ୍ୱାନ ଦେଇଛନ୍ତି।
Published 02-Mar-2018 22:17 IST
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ କଂଗ୍ରେସ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। ଏନେଇ ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,“ କଂଗ୍ରେସର ପରାଜୟ ପାଇଁ ଦଳର କିଛି ବରିଷ୍ଠ ହିଁ ଦାୟୀ।
Published 02-Mar-2018 22:07 IST
ମୁମ୍ବାଇ: ହୋଲି ଏକ ଏପରି ପର୍ବ, ଯାହାକୁ ଅଧିକାଂଶ ବଲିଉଡ ଚଳଚ୍ଚିତ୍ରରେ ସାମିଲ କରାଯାଇଥାଏ । ତେବେ କିଛି ବି-ଟାଉନ କଳାକାରଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ହୋଲିକୁ ନେଇ ରହିଛି କିଛି ସ୍ପେଶାଲ କନେକ୍ସନ୍ । ଆଉ ଆମୀର ଖାନ୍ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ହୋଲିକୁ ନେଇ ଆମୀରଙ୍କ ମଧ୍ୟ ରହିଛି କିଛି ପର୍ସନାଲ ଏବଂ ପ୍ରଫେସନାଲ କଲରଫୁଲ କନେକ୍ସନ୍ ।
Published 02-Mar-2018 22:01 IST

राशिफल : जानें, कैसा रहेगा आपका आज का दिन
video playराशिफल : जानें, कैसा रहेगा आपका आज का दिन
राशिफल : जानें, कैसा रहेगा आपका आज का दिन
video playराशिफल : जानें, कैसा रहेगा आपका आज का दिन
राशिफल : जानें, कैसा रहेगा आपका आज का दिन
video playराशिफल : जानें, कैसा रहेगा आपका आज का दिन
राशिफल : जानें, कैसा रहेगा आपका आज का दिन
video playराशिफल : जानें, कैसा रहेगा आपका आज का दिन
राशिफल : जानें, कैसा रहेगा आपका आज का दिन

विदेशी पूंजी भंडार 1.21 अरब डॉलर बढ़ा
video playअक्षय तृतीया पर बढ़ी सोने की चमक
अक्षय तृतीया पर बढ़ी सोने की चमक
video playICICI मामला : CBI ने न्यूपॉवर के CFO से की पूछताछ
ICICI मामला : CBI ने न्यूपॉवर के CFO से की पूछताछ

सपनों का एक ऐसा गांव, जहां नहीं है सड़कें

नहीं पीते मलाई वाला दूध, तो हो जाएगी ये लाइलाज बीमारी
video playनमक कम खाएं वरना होगी बड़ी परेशानी
नमक कम खाएं वरना होगी बड़ी परेशानी
video playएनीमिया से जूझ रही हैं 40 फीसदी महिलाएं : एसआरएल सर्वे
एनीमिया से जूझ रही हैं 40 फीसदी महिलाएं : एसआरएल सर्वे